Page:Amari jatir agua neta.pdf/62

This page has not been proofread.

ସମ୍ବଲପୁର ରାଜା ହୋଇସୁଦ୍ଧା ତାଙ୍କ୍ୁ ରାଜଦୋର୍ହୀ ବୋଲି ସେମାନେ କହି ଯେମିତି ବନ୍ଦୀ ଭାବରେ ଜୀବନର ଅଧିକାଂଶ ବର୍ଷ କାଟିବାକୁ ଅନନୟାୟ ଆଦେଶ ଦେଲେ,ଡାକ୍ତରକୁଂ କହି ସେ ଦୀର୍ଘ ନିଶ୍ୱାସ ପକାନ୍ତି । ଡାକ୍ତର କୋଲିସ ଏହା ଶୁଣି ମନରେ ଦୁଃଖ କରନ୍ତି ଆଉ ବାହାରେ ମଧ୍ୟ ସହାନୁଭୂତି ପର୍କାଶ କରନ୍ତି ।

     ଥରେ ସେ ଏମିତି କହୁ କହୁ ଖୁବ୍ ଉତ୍ତେଜିତ ହୋଇ ପଡିଲେ ଆଉ ପର୍ଳାପ କରି ଉଠିଲେ ହେ ମା ସମଲେଇ । ହେ ମୋ ପର୍ରାଣ ଠାରୁ ଅଧିକ ପିର୍ରିୟ ଜନ୍ମ୍ଭୂମୀ ! ଆଜି ମୁଁ ତୋ ଠାରୁ କାହି୍ଁ କେତେ ଦୁରରେ !ତୋର ସେବା କରିବାକୁ ମୋର ଆଉ ବଳ ବୟସ ନାହିଁ । ତୋତେ ସହାନୁଭୂତି ପର୍କାଶ କରନ୍ତି ।
    ଥରେ ସେ ଏମିତି କହୁ କହୁ ଖୁବ୍ ଉତ୍ତେଜିତ ହୋଇ ପଡିଲେ ଆଉ ପର୍ଳାପ କରି ଉଠିଲେ ହେ ମା ସମଲେଇ । ହେ ମୋ ପର୍ରାଣ ଠାରୁ ଅଧିକ ପିର୍ୟ ଜନ୍ମ ଭୂମି ! ଆଜି ମୁଁ ତୋ ଠାରୁ କାହିଁ କେତେ ଦୂରରେ ! ତୋର ସେବା କରିବାକୁ ମୋର ଆଉ ବଳ ବୟସ ନାହିଁ । ତୋତେ ସ୍ୱାଧିନ କରି ପାରିଲି ନାହିଁ । ଶେଷଥର ପାଇଁ ମୁଁ ତୋତେ ଆଉ ଆଖି ପୂରାଇ ଦେଖି ପାରିଲି ନାହିଁ ! ହଉ,ମା ସମଲେଇ ! ତୋ ଇଚ୍ଛା ! 
     ସୁରେନ୍ଦ୍ରକଂର କଂଠରୁଦ୍ଧ ହୋଇ ଆସିଲା । ତାଙ୍କର ମୁହଁ ଉଜ୍ଜଳି ଉଠିଲା । ତା ପରେ ସବୁ ଶେଷ । ସବୁ ଦିନ ପାଇଁ ସେ ଆଖି ବୁଜି ଦେଲେ । ଡାକ୍ତର ପାଖକୁ ଆସି ଦେଖିଲେ, ତାଙ୍କର କଡ