ଭାଗବତ ଲେଖାରେ ଯୋଗଦେଇଥିବାରୁ ବଡ଼ଠାକୁରଙ୍କ ଅବଢ଼ାଟିକେ edit

 

ଶାସ୍ୱତ ଭାଇ (talkcontribs), ଓଡ଼ିଆ ଭାଗବତ ଲେଖାରେ ଯୋଗ ଦେଇ ଏ କାମଟିକୁ ଆଗକୁ ଆଗେଇ ନେଉଥିବାରୁ ବଡ଼ ଠାକୁରଙ୍କ ଅବଢ଼ାଟିକେ ଆପଣଙ୍କ ପାଇଁ ଭାଇ! ଲେଖାରେ କିଛି ଅସୁବିଧାରେ ପଡ଼ିଲେ ମୋତେ ପଚାରିବେ! --Psubhashish (talk) 14:51, 27 September 2014 (UTC)Reply

ଓଡ଼ିଆରେ ବନାନ ଅଶୁଦ୍ଧି ବାବଦରେ edit

ଶାସ୍ୱତ (talkcontribs) ଭାଇ, ଲେଖା ସବୁ ଫଣ୍ଟ କନଭର୍ଟ ବେଳେ ପୂରା ପୂରି ୧୦୦ ଭାଗ ଠିକ ଆସିନଥାଇପାରେ । ତା'କୁ ଆଉଥରେ "ସମ୍ପାଦନା (Edit)" କରି ଯେଉଁ ଯେଉଁ ଜାଗାରେ ଭୁଲ ଅଛି ତା'କୁ ସୁଧାରି ପାରିବେ । --Psubhashish (talk) 11:29, 2 October 2014 (UTC)Reply