Page:Amari jatir agua neta.pdf/69

This page has not been proofread.

କ୍ରେମ ପତୀନ୍ଦରଙ୍କ ଚେତା ଫେରି ଆସିଲା। ଦେହର ପଟିଗୁଡିକ ଉପରେ ଆଖି ପଡିବାରୁ ସେ ମୁହ୍ମମ ଶୁଖାଇ ଦେଲେ।ସେ ଡାକ୍ତରଖାନାରେ ପଡିଛନ୍ତି ଜାଣି ମନ ବିଷେଇ ଉଠିଲା। ସେ ଦାନ୍ତଭିଡି ପାଟିକରି ଉଠିଲେ- ମୁଁ ଶେଷ ରକ୍ତବିନ୍ଦୁ ଦେଇ ମାଟି ମା ର ମୁକ୍ତି ଲାଗି ଲଢେଇ କରିବି ବୋଲି ପଣ କରିଥିଲି। ଏବେ ବନ୍ଦୀ ହୋଇ ଆସିଛି ଡାକ୍ତରଖାନାରେ ଭଲ ହେବି ବୋଲି? ହାଅ