Page:Amari jatir agua neta.pdf/93

This page has not been proofread.

ତେବେ ଅବଶୋଷ ରହିଗଲା ତାଙ୍କର ମୃତ୍ୟୁ ପୂ୍ର୍ବରୁ ମାଟି ମାଆର ମୁକତି ମିଳି ପାରିଲା ନାହିଁ। ତାଙ୍କୁ ଫାଶି ଦିଆଯିବା ପାଇଁ ବ୍ରହ୍ମପୁର ଜେଲ୍ କୁ ନିଆଗଲା।ବ୍ରହ୍ମପୁର ଜେଲ୍ ରେ ସେତେବେଳେ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବହୁ ଲୋକ ବନ୍ଦୀ ହୋଇଥାନ୍ତି।