ଭାଗବତ ଲେଖାରେ ଯୋଗଦେଇଥିବାରୁ ବଡ଼ଠାକୁରଙ୍କ ଅବଢ଼ାଟିକେ edit

 

ନିହାର ଭାଇ (talkcontribs), ଓଡ଼ିଆ ଭାଗବତ ଲେଖାରେ ଯୋଗ ଦେଇ ଏ କାମଟିକୁ ଆଗକୁ ଆଗେଇ ନେଉଥିବାରୁ ବଡ଼ ଠାକୁରଙ୍କ ଅବଢ଼ାଟିକେ ତମ ପାଇଁ ଭାଇ! ଲେଖାରେ କିଛି ଅସୁବିଧାରେ ପଡ଼ିଲେ ମୋତେ ପଚାରିବ! --Psubhashish (talk) 14:51, 27 September 2014 (UTC)Reply